12 WhatsApp messages to compliment someone:
1. Your WhatsApp profile picture is lovely! You look so beautiful in it!
(ତୁମର WhatsApp ର profile picture ଟା ବହୁତ ବଢିୟା ହେଇଛି ! ତୁମେ ସେଥିରେ ବହୁତ ସୁନ୍ଦର ଦେଖା ଯାଉଛ !)
2. The pictures you shared were amazing! You are a very talented photographer!
(ଯେଉଁ ଛବି ଗୁଡିକ ତୁମେ share କରିଛ, ସେଗୁଡିକ ଭାରୀ ବଢିୟା ହେଇଛି ! ତୁମେ ହେଉଛ ଏକ ବହୁତ ଗୁଣବାନ photographer !)
3. Wow, brilliant pictures. You are so photogenic!
(ବାଃ, ଉତ୍କୃଷ୍ଟ ଛବି ଗୁଡିକ. ତୁମର ଛବି ଭାରୀ ସୁନ୍ଦର ଉଠେ !)
4. That was a breathtaking video!
(ଏହି ଟା ଏକ ଭାରୀ ବଢିୟା ଭିଡିଓ ଥିଲା !)
5. The food you prepared for the party last night was delectable. I wish I could cook as well as you do!
(ତୁମ ଦ୍ବାରା ତିଆରି ହେଇଥିବା ଗତ କାଲି ରାତି ପାର୍ଟୀର ଭୋଜନଟା ଭାରୀ ରୁଚିକର ହେଇଥିଲା. କେତେ ଭଲ ହେଇଥାନ୍ତା ଯଦି ମୁଁ ତୁମ ଭଳିୟା ରାନ୍ଧି ପାରୁଥାନ୍ତି. )
6. I just watched the video you sent me. Your kid is really cute and extremely adorable. May God bless her.
(ମୁଁ ଏବେ ସେହି ଭିଡିଓ ଟା ଦେଖିଲି ଯେଉଁ ଟା ତୁମେ ମତେ ପଠାଇ ଥିଲ. ତୁମର ଛୁଆ ଟା ବହୁତ ଗୁଲୁଗୁଲିଆ ଏବଂ ଗେହ୍ଲାଟେ ହେଇଛି. ଇଶ୍ବର ତାକୁ ଆଶୀର୍ବାଦ କରନ୍ତୁ. )
7. Your message was wonderful, thank you for always sharing such great stuff with me!
(ତୁମର message ଟି ବହୁତ ଭଲ ଥିଲା, ମୋ ସହିତ ଏତେ ବଢିୟା ଜିନିଷ share କରିବା ପାଇଁ ଧନ୍ୟବାଦ. )
8. You are so talented. I wish I had the same flair for singing as you do.
(ତୁମେ ଭାରୀ ଗୁଣବାନ. କେତେ ଭଲ ହେଇଥାନ୍ତା ଯଦି ମୋ ପାଖରେ ମଧ୍ୟ ତୁମ ଭଳିଆ ଗୀତ ଗାଇବାର ଯୋଗ୍ୟତା ଥାନ୍ତା. )
9. You look so handsome. I love the way you carry your suits. You look dapper in them.
(ତୁମେ ବହୁତ ବଢିୟା ଦେଖା ଯାଉଛ. ମତେ ବଢିୟା ଲାଗୁଛି ତୁମେ ଯେପରି ତୁମର ସୁଟ୍ ଟା ପିନ୍ଧିଛ. ତୁମେ ଭାରୀ smart ଲାଗୁଛ. )
10. Are those your new glasses? They look great on you!
(ଏହି ଟା କଣ ତୁମର ନୁଆ ଚସମା ? ତୁମକୁ ବଢିୟା ମାନୁଛି !)
11. The video of your dance performance was breathtaking!
(ତୁମର ନାଚର ଭିଡିଓ ଟା ବହୁତ ଉତ୍କୃଷ୍ଟ ଥିଲା !)
12. Such a pretty picture that is! Your smile is contagious.
(କେତେ ସୁନ୍ଦର ଛବି ଟେ ! ତୁମର ହସ ଟା ଭାରୀ ସୁନ୍ଦର. )